Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପାଞ୍ଚ ହଜାର ମୁହାଁ କରୋନା ସଂକ୍ରମଣ

ଭୁବନେଶ୍ୱର: ପାଞ୍ଚ ହଜାର ମୁହାଁ କରୋନା ସଂକ୍ରମଣ। ପ୍ରଥମ ଲହର ସମୟରେ ପିକରେ 4ହଜାର ଚୁଇଥିଲା ସଂକ୍ରମଣ। ଆଜି ପ୍ରଥମ ଲହରର ପିକ ସଂକ୍ରମଙ୍କୁ ଆତିକ୍ରମ କରିଛି। ଆଜି ରାଜ୍ୟର 70ହଜାର 200 ଜଣଙ୍କର କ ରୋନା ଟେଷ୍ଟ ହୋଇଥିବା ବେଳେ 4ହଜାର7ଶହ14 ଜଣ ପିଜେଟିଭ ଚିହ୍ନଟ ହୋଇଛନ୍ତି। ସର୍ବାଧିକ ଖୋର୍ଧାରେ 1619 ଜଣ ପଜେଟିଭ ଚିହ୍ନଟ ହୋଇଛନ୍ତି।

Covid-19 Report For 8th Jan

New Positive Cases: 4714
Of which 0-18 years: 416
In quarantine: 2755
Local contacts: 1959

  1. Angul: 22
  2. Balasore: 123
  3. Bargarh: 56
  4. Bhadrak: 7
  5. Balangir: 99
  6. Boudh:
  7. 7. Cuttack: 360
  8. Deogarh: 36
  9. Dhenkanal: 9
  10. Gajapati: 32
  11. Ganjam: 70
  12. Jagatsinghpur: 63
  13. Jajpur: 83
  14. Jharsuguda: 154
  15. Kalahandi: 15
  16. Kandhamal: 13
  17. Kendrapada: 10
  18. Keonjhar: 43
  19. Khurda: 1619
  20. Koraput: 65
  21. Malkangiri: 3
  22. . Mayurbhanj: 113
  23. Nawarangpur: 37
  24. Nayagarh: 34
  25. Nuapada: 32
  26. Puri: 119
  27. Rayagada: 31
  28. Sambalpur: 437
  29. Sonepur: 46
  30. Sundargarh: 662
  31. State Pool: 315
Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...