Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଫେବୃୟାରୀ ମାସ ପାଇଁ ସରକାର ଜାରି କଲେ କରୋନା କଟକଣା

ଭୁବନେଶ୍ୱର: ଫେବୃଆରୀ ମାସ ପାଇଁ ରାଜ୍ୟ ସରକାର ଜାରି କଲେ କଟକଣା ।ଏହି ଆଜି ଜାରି କରିଛନ୍ତି ସ୍ପତନ୍ତ୍ର ରିଲିଫ୍‌ କମିଶନର । କମି ନାଇଟ କାର୍ଫୁ ଅବଧି। ଦେଖନ୍ତୁ ….

  • ଏଣିକି ସହରାଞ୍ଚଳରେ ରାତି ୯ ଟା ନୁହେଁ ୧୦ଟାରୁ ଭୋର ୫ଟା ଯାଏଁ ଲାଗୁ ହେବ ନାଇଟ୍‌ କର୍ଫ୍ୟୁ ।
  • କୋଭିଡ୍‌ କଟକଣା ସହିତ ସରସ୍ବତୀ ପୂଜାକୁ ଅନୁମତି ଦିଆଯାଇଛି ।
  • * ଶିକ୍ଷାନୁଷ୍ଠାନ ଗୁଡିକରେ କୋଭିଡ୍‌ ଗାଇଡଲାଇନ୍‌କୁ ପାଳନ କରି ଛାତ୍ରଛାତ୍ରୀମାନେ ସରସ୍ବତୀ ପୂଜା କରିପାରିବେ । କିନ୍ତୁ ସର୍ବସାଧାରଣ ସ୍ଥାନରେ ସରସ୍ବତୀ ପୂଜାକୁ ଅନୁମତି ଦିଆଯାଇ ନାହିଁ ।
  • * ମାଘ ସପ୍ତମୀ ଏବଂ ମାଘ ପୂର୍ଣ୍ଣିମାକୁ ଅନୁମତି ଦିଆଯାଇଛି ।
  • * ରାଜ୍ୟରେ ଦୋକାନ ବଜାର, ମଲ୍‌, ଶପିଂ କମ୍ପେକ୍ସ, ହାଟ, ସିନେମା ହଲ୍‌, ସ୍ବିମିଂ ପୁଲ୍‌, ଏଣ୍ଟରଟେନ୍‌ମେଣ୍ଟ କମ୍ପଲେକ୍ସ, ଥିଏଟର୍‌, ଅଡିଟୋରିୟମ ଭୋର ୫ଟାରୁ ରାତି ୧୦ଟା ଯାଏଁ ଖୋଲା ରହିବ ।
  • * ରାତ୍ରୀ କାଳୀନ କର୍ଫ୍ୟୁ ବେଳେ ଜାନୁଆରୀ ମାସରେ ଜାରି କରାଯାଇଥିବା ନିୟମାବଳୀ ଫେବୃଆରୀ ମାସରେ ମଧ୍ୟ ଲାଗୁହେବ । ଖାଦ୍ୟ ହୋମ୍‌ ଡେଲିଭରୀ, ଗ୍ରୋସରୀ, ପନିପରିବା, ମାଛ, ମାଂସ, ଅଣ୍ଡା କ୍ଷୀର ଏବଂ ଅନ୍ୟାନ୍ୟ ଜରୁରୀକାଳୀନ ସେବା ଜାରି ରହିବ । ସ୍ବିଗି, ଜୋମାଟୋ, ଓମ୍‌ଫେଡ୍‌, ଚିଲିକା ଫ୍ରେସ୍‌ ଖୋଲା ରହିବ ।
  • * କୋଭିଡ୍‌ ଗାଇଡ୍‌ଲାଇନ୍‌ ପାଳନ କରାଯାଇ ଧର୍ମାନୁଷ୍ଠାନ ଖୋଲା ରହିବ । ଭିଡ ନିୟନ୍ତ୍ରଣ କରିବ ଜିଲ୍ଲା ପ୍ରଶାସନ । ଅଧିକ ଭିଡ ହେଲେ ଜିଲ୍ଲା ପ୍ରଶାସନ କଟକଣା ଲାଗୁ କରିପାରିବେ ।
  • * ଶତ ପ୍ରତିଶତ କର୍ମଚାରୀରେ ଚାଲିବ ସରକାରୀ ଅଫିସ୍ । ରାଜ୍ୟର ସମସ୍ତ ସରକାରୀ ଅଫିସ୍‌ରେ କଡା କଡି ପାଳନ ହେବ କୋଭିଡ୍‌ ଗାଇଡଲାଇନ୍‌ । ଭର୍ଚୁଆଲ ମିଟିଂ ଏବଂ ଟ୍ରେନିଂ ଉପରେ ଗୁରୁତ୍ବ ଦେବାକୁ ଅପିଲ୍‌ କରିଛନ୍ତି ରାଜ୍ୟ ସରକାର ।
Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...