Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପୌର ନିର୍ବାଚନ: ଆରମ୍ଭ ହେଲା ଇଭିଏମ ପ୍ରଶିକ୍ଷଣ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଇଭିଏମ ପ୍ରଶିକ୍ଷଣ ଶିବିର। ।ଏ ନେଇ ଆଜି ମାଷ୍ଟର ଟ୍ରେନର ଙ୍କୁ ଦିଆଯାଉଛି ତାଲିମ । ରାଜ୍ୟନିର୍ବାଚନ କମିଶନ ଆଫିସ ରେ 15 ଟି ଜିଲ୍ଲାର ମାଷ୍ଟର ଟ୍ରେନର ଙ୍କୁ ଦିଆଯାଉଛି ଟ୍ରେନିଂ।ଏହା ଦୁଇ ଦିନ ଧରି ଚାଲିବ। ଆସନ୍ତାକାଲି ଆଉ ୧୫ଟି ଜିଲ୍ଲା ରେ ମାଷ୍ଟର ଟ୍ରେନର କୁ ଦିଆଯିବ ତାଲିମ।ଏଥିରେ ଇଭିଏମ ମେସିନଶପରିଚାଳନା,କିଭଳି ଭୋଟିଂ,ସିଲ,ନୋଟାରେ ଭୋଟିଂ ଏବଂ ଭୋଟ ଗଣତି ନେଇ ଦିଆଯାଉଛି ତାଲିମ। ଏଥର ପୌରାଧକ୍ଷ ଏବଂ ମେୟର ପାଇଁ ସିଧାସଳଖ ଭୋଟିଂ ହେବ ଏଥିପାଇଁ ସ୍ବତନ୍ତ୍ର ଭୋଟିଂ ହେବ। ଏହି ମାଷ୍ଟର ଟ୍ରେନର ମାନେ ଜିଲ୍ଲା ରେ ଯାଇ ରିଟର୍ଣ୍ଣିଂ ଅଫିସର ଏବଂ ପ୍ରିଜାଇଡିଂ ଅଫିସର ଙ୍କୁ ତାଲିମ ଦିଆଯିବ। ଯଦି ଏଥିରେ କୌଣସି ଦ୍ବନ୍ଦ୍ବ ଉପୁଜିଲେ ଆଉଥରେ ରାଜ୍ୟ ନିର୍ବାଚନ କମିଶନ ଙ୍କ ତରଫରୁ ତାଲିମ ଦିଆଯିବ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like