Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବ୍ରହ୍ମପୁର ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି, ଦେଖନ୍ତୁ

ଭୁବନେଶ୍ୱର: ବ୍ରହ୍ମପୁର ପାଇଁ ମେୟର ପ୍ରାର୍ଥୀ ଘୋଷଣା କଲା ବିଜେପି।  ଡକ୍ଟର ସବିତା ସୁଆର  ବିଜେପି ବ୍ରହ୍ମପୁର ମେୟର ପ୍ରାର୍ଥୀ। ରାଜ୍ୟ ବିଜେପି ସଭାପତି ସମୀର ମହାନ୍ତିଙ୍କ ଅନୁମୋଦନ  ପରେ ଏହି ସୂଚନା ଦେଇଛନ୍ତି ରାଜ୍ୟ ଉପସଭାପତି  ଭୃଗୁ ବକ୍ସିପାତ୍ର।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like