Connect with us

Hi, what are you looking for?

ଅନ୍ତର୍ଜାତୀୟ

ଜେଲେନସ୍କି ପରେ ପୁଟିନଙ୍କ ସହ କଥା ହେଲେ ମୋଦି

ୟୁକ୍ରେନ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କ ସହ କଥା ହେବା ବେଳେ ମୋଦି ତାଙ୍କୁ ଧନ୍ୟବାଦ ଜଣାଇଛନ୍ତି। ଏଥିସହ ସୁମୀରେ ଫସିଥିବା ଭାରତୀୟଙ୍କ ଉଦ୍ଧାର କାମରେ ସହଯୋଗ କରିବାକୁ ଅନୁରୋଧ କରିଛନ୍ତି। ଏହାପରେ ସେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ପ୍ରାୟ ୫୦ ମିନିଟ ଧରି କଥା ହୋଇଥିଲେ। ଏହି ସମୟରେ ତାଙ୍କୁ ମଧ୍ୟ ମୋଦି ସୁମୀରେ ଫସିଥିବା ଭାରତୀୟଙ୍କ ସୁରକ୍ଷିତ ପ୍ରତ୍ୟାବର୍ତ୍ତନରେ ସହଯୋଗ କରିବାକୁ କହିଛନ୍ତି। ଏହାବାଦ ଉଭୟ ପୁଟିନ ଓ ଜେଲେନସ୍କିଙ୍କୁ ମୋଦି କୂଟନୀତିକ ଆଲୋଚନା ଦ୍ୱାରା ବିବାଦର ସମାଧାନ କରିବାକୁ ପରାମର୍ଶ ଦେଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like