Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବଢୁଛି ତାତି, ଦ୍ବିତୀୟ ଦିନରେ ବି ରେକର୍ଡ କଲା ବଲାଙ୍ଗୀର

ଭୁବନେଶ୍ୱର: ଆଜି ପୁଣି ବଲାଙ୍ଗୀର ସହର ସବୁଠାରୁ ଉତ୍ତପ୍ତ ସହର।  ବଲାଙ୍ଗୀରରେ ୪୦.୬ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି। ଯାହାକି ରାଜ୍ୟର ସବୁଠୁ ଉତ୍ତପ୍ତ ସହର।   ୮ ସହର ରେ ୩୯ ଡ଼ିଗ୍ରୀ ଠାରୁ ଅଧିକ ଦିନ ତାପମାତ୍ରା ରେକର୍ଡ ହୋଇଛି।  ବୌଦ୍ଧ ରେ ୪୦.୦ ଡ଼ିଗ୍ରୀ ରେକର୍ଡ ହୋଇଛି। ଭୁବନେଶ୍ୱର ୩୬.୨ ଡ଼ିଗ୍ରୀ ଏବଂ କଟକ ଠାରେ  ଦିନର  ଦିନ ତାପମାତ୍ରା ୩୭.୮ ରେକର୍ଡ କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like