Connect with us

Hi, what are you looking for?

ଜାତୀୟ

ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶଳାଙ୍କ ଘରେ ରେଡ଼ କଲା ଇଡି

ମୁମ୍ବାଇ:  ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କ ଶଳାଙ୍କ  ଘରେ ଇଡି ରେଡ଼ କରିଛି।  ମନି ଲଣ୍ଡରିଂ ମାମଲାରେ ଇଡି ଏପରି ରେଡ୍‌ କରି ୬.୪୫ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି। ଏହାର ଦୁଇ ସପ୍ତାହ ପୂର୍ବରୁ ଇଡି ପକ୍ଷରୁ ଉଦ୍ଧବ ଠାକରେଙ୍କ ପୁଅ ଆଦିତ୍ୟ ଠାକରେ ଓ ସହଯୋଗୀ ଅନୀଲ ପରବଙ୍କ ସହ ସମ୍ପର୍କ ରଖିଥିବା ବିଭିନ୍ନ ଲୋକଙ୍କ ଠିକଣାରେ ରେଡ୍‌ କରିଥିଲେ।

ଆଜି ଇଡି ଉଦ୍ଧବଙ୍କ ଶାଳକଙ୍କୁ ଟାର୍ଗେଟ କରିଥିବାରୁ ଶିବସେନା ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଛି। ରାଜନୈତିକ ସ୍ୱାର୍ଥ ହାସଲ କରିବାକୁ ଇଡି ପକ୍ଷରୁ ଏପରି ରେଡ୍‌ କରାଯାଇଥିବା ଶିବସେନା କହିଛି। ଶିବସେନା ସାଂସଦ ସଞ୍ଜୟ ରାଉତ କହିଛନ୍ତି, “ଇଡି ଏବେ ରାଜନୀତିକ ଚାପରେ କାମ କରୁଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like