Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସୁରଙ୍କ ବିସ୍ପୋରୋକ ବୟାନ: ରାଜ୍ୟ କଂଗ୍ରେସରେ କିଏ ପିସିସି ସଭାପତି ଓ ପ୍ରଭାରୀ ହେବ ଠିକ କରନ୍ତି ନବୀନ

ଭୁବନେଶ୍ୱର: ପୁଣି ଥରେ କଂଗ୍ରେସ-ବିଜେଡି ଲିଙ୍କର ଗୁମର ଖୋଲିଲେ ସୁର । ପିସିସି ସଭାପତି ଓ ପ୍ରଭାରୀ ଚୟନ କୁ ନେଇ କଂଗ୍ରେସ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ବଡ଼ ବୟାନ । ପିସିସି ସଭାପତି କିଏ ହେବ ଆଉ ପ୍ରଭାରୀ କିଏ ହେବ ସେ ନିଷ୍ପତ୍ତି ନିଅନ୍ତି ନବୀନ।ଏ ସବୁ କିଛି ପରିବର୍ତ୍ତନ ନବୀନଙ୍କ ଇଚ୍ଛାରେ ହୁଏ ବୋଲି କହିଛନ୍ତି ସୁର ।
ସୁରଙ୍କ ମନ୍ତବ୍ୟ ଉପରେ ବିଜେଡି ନେତା ଦେବାଶିଷ ସାମନ୍ତରାୟ ଙ୍କ ପ୍ରତିକ୍ରିୟା। କଂଗ୍ରେସ ଏକ ଜାତୀୟ ଦଳ। ବିଜେଡି ଏକ ଆଞ୍ଚଳିକ ଦଳ। ମୁଖ୍ୟମନ୍ତ୍ରୀ ସବୁବେଳେ ବିଜେଡି କଥା ଚିନ୍ତା କରନ୍ତି। ଆମେ କାହା ସହ ଲିଙ୍କ ରେ ନାହୁଁ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like