Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କ୍ୟାବିନେଟରୁ ଆସିଲା ବଡ଼ ନିଷ୍ପତ୍ତି, ବଢିଲା ଚାକିରୀ ବୟସ ସୀମା

ଭୁବନେଶ୍ୱର: ଆଜି ସନ୍ଧ୍ୟାରେ ବସିଥିବା କ୍ୟାବିନେଟ ବୈଠକରେ ବଡ଼ ନିଷ୍ପତ୍ତି ହୋଇଛି। ଚକିରୀ ବୟସ ସୀମାକୁ ରାଜ୍ୟ ସରକାର ବଢାଇଛନ୍ତି। ଚାକିରୀ ବୟସ ସୀମାକୁ ୩୨ ବର୍ଷରୁ ୩୮ବର୍ଷ ବୟସକୁ ବଢାଇଛନ୍ତି। ଏସ ସି ଓ ଏସ ସ ଟି ଏବଂ ମହିଳା କ୍ଷେତ୍ରରେ ଏହି ବୟସ ସୀମାକୁ ଆହୁରି ୫ ବର୍ଷକୁ ବଢାଇଛନ୍ତି। ସର୍ବନିମ୍ନ ବୟସ ସୀମା ୪୮ ବର୍ଷ କୁ ବଢାଯାଇଛି।

ସେହିପରି ଏକ୍ସସାଇଜ ଡ଼ିଏସପି ପଦବୀ ପାଇଁ ଏବେ ଓପିଏସସି ଜରିଆରେ ୪୦ପ୍ରତିଶତ ପୁରଣ ହେବ। ।

ଭୁବନେଶ୍ୱର ଆଇଆଇଟିକୁ ମାଗଣାରେ ୬୧୮ ଏକ ର ଜମି

ଏନ ଆଇ ଫ ଟି କୁ ମଗଣାରେ ଜମି ଦେବାକୁ କୟବିନେଟରେ ନିସ୍ପତି ନେଇଛନ୍ତି ରାଜ୍ୟସରକାର।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...