Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କରୋନା: ହସ୍ପିଟାଲ ପାଇଁ ଜାରି ହେଲା ଗାଇଡ଼ ଲାଇନ

ଭୁବନେଶ୍ୱର: ବଢିଲା ସଂକ୍ରମଣ । ବଢିଲା ଚିନ୍ତା। ସଂକ୍ରମଣ ଚେନ ଭାଙ୍ଗିବା ନୂଆ କଟକଣା ଜାରି କରିଛନ୍ତି। ଆଜି ରାଜ୍ୟର ସମସ୍ତ ହସ୍ପିଟାଲ ପାଇଁ ସ୍ୱାସ୍ଥ୍ୟ ବିଭଗ ଜାରି କରିଛି ଗାଇଡ଼ ଲାଇନ। ନୂଆ ଗାଇଡଲାଇନ୍‌ ଅନୁଯାୟୀ…

1. ହସ୍ପିଟାଲଗୁଡିକରେ ଅତି ଜରୁରୀ ନଥିଲେ ରୋଗୀଙ୍କୁ ଆଡମିସନ୍ ନକରିବା ପାଇଁ ସ୍ବାସ୍ଥ୍ୟ ବିଭାଗ ନିର୍ଦେଶ ଦେଇଛି । 2.ଏହା ସହିତ OPD ଏବଂ IPDକୁ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି ।

3. କେବଳ ଗୁରୁତର ରୋଗୀଙ୍କୁ ଚିକିତ୍ସା ତଥା ଆବଶ୍ୟକ ଥିଲେ ଅପରେସନ୍‌ ପାଇଁ ଅନୁମତି ଦିଆଯାଇଛି । ଏହା ସହିତ 4.ହସ୍ପିଟାଲରେ ଆଡମିଟ୍‌ ହେଉଥିବା ଗୁରୁତର ରୋଗୀଙ୍କ ନିକଟରେ କେବଳ ଜଣେ ଆଟେଣ୍ଡାଣ୍ଟକୁ ରହିବା ପାଇଁ ଅନୁମତି ପ୍ରଦାନ କରାଯାଇପାରିବ ।

5.ହସ୍ପିଟାଲରେ କୋଭିଡ୍‌ ଗାଇଡଲାଇନ୍‌ କଡାକଡି ପାଳନ ପାଇଁ ନିର୍ଦେଶାବଳୀ ଜାରି କରାଯାଇଛି ।

6. ୨୪ ଘଣ୍ଟିଆ ଟେଲି ମେଡିସିନ୍‌ ସେବା ଯୋଗାଇବା ଉପରେ ଗୁରୁତ୍ବ ଦେଇଛି ସ୍ବାସ୍ଥ୍ୟ ବିଭାଗ ।

7.ଏହା ସହିତ DDC କାଉଣ୍ଟର ବଢାଇବା ଏବଂ କାଉଣ୍ଟର ଆଗରେ କୋଭିଡ ନିୟମ କଡାକଡି ଭାବେ ପାଳନ କରିବାକୁ ଗାଇଡଲାଇନ୍‌ରେ ନିର୍ଦେଶ ଦିଆଯାଇଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...