Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଦେଶ ଫେରନ୍ତାଙ୍କ ପାଇଁ ବଦଳିଲା କୋଭିଡ ନିୟମ, ଦେଖନ୍ତୁ

ନୂଆଦିଲ୍ଲୀ: କରୋନା ସମୟରେ ବିଦେଶ ଫେରାନ୍ତଙ୍କ ଲାଗି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ଏକ ନୂଆ ଗାଇଡଲାଇନ ଜାରି କରିଛନ୍ତି। ୨୨ ଜାନୁୟାରୀ ପରେ ରିସ୍କି ଦେଶମାନଙ୍କରୁ ଆସୁଥିବା ଲୋକଙ୍କ ଲାଗି ଦେଶରେ ଆଇସୋଲେସନ ଆଉ ବାଧ୍ୟତାମୂଳକ ନୁହେଁ ବୋଲି ଜାରି ଗାଇଡଲାଇନରେ କୁହାଯାଇଛି। ଏଥିରେ ଯଦି କୌଣସି ବ୍ୟକ୍ତି ଅସୁସ୍ଥ ମିଳନ୍ତି ଓ ପରୀକ୍ଷଣରୁ ସେ କୋଭିଡ ଆକ୍ରାନ୍ତ ଜଣାପଡନ୍ତି ତେବେ  ତାଙ୍କ ନମୁନା ଜିନୋମ ସିକ୍ୱେନସିଂ ଲାଗି ପଠାଯିବା ସହ ପ୍ରୋଟକଲ ଅନୁସାରେ ଚିକିତ୍ସିତ ହେବେ ବୋଲି କୁହାଯାଇଛି।

ଦେଶରେ ଏବେ ଦୈନିକ ଯେତିକି ନୂଆ କରୋନା ମାମଲା ଚିହ୍ନଟ ହେଉଛି ତାହା ଗତ ଦିନମାନଙ୍କଠାରୁ ପ୍ରାୟ ୯ ପ୍ରତିଶତ ଅଧିକ ରହୁଛି।   ଗତ ୨୪ ଘଣ୍ଟାରେ ଦେଶରେ ୩.୪୭ ଲକ୍ଷ ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହି ସମୟରେ ୭୦୩ ଜଣଙ୍କ ମୃତ୍ୟୁ ହୋଇଛି। ସେପଟେ ସାରା ବିଶ୍ୱରେ କରୋନା ଭାଇରସ ମାମଲା ବଢ଼ି ୩୪.୦୪ କୋଟି ପାର କରିଛି। ଏହି ମହାମାରୀ ଯୋଗୁ ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୫୫.୭ ଲକ୍ଷରୁ ଅଧିକ ଲୋକଙ୍କ ମୃତ୍ୟୁ ହେଲାଣି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...