Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ସଂସଦରେ ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ, ବଙ୍ଗୋପ ସାଗରରେ ଫୋପାଡିବା ପର୍ଯ୍ୟନ୍ତ କଥା ଗଲା, ଦେଖନ୍ତୁ

ଭୁବନେଶ୍ୱର: ସଂସଦରେ ଉଠିଲା ଉଷୁନା ଚାଉଳ ପ୍ରସଙ୍ଗ। ବିଜେଡି ସାଂସଦ ଉଠାଇଲେ ଏହି ପ୍ରସଙ୍ଗ। ରାଜ୍ୟର ବଳକା ଉଷୁନା ଚାଉଳ ଉଠାଉ ନାହିଁ ଏଫସିଆଇ। ଉଦେଶ୍ୟମୂଳକ ଭାବେ ବଳକା ଉଷୁନା ଚାଉଳ ଉଠାଯାଉନାହିଁ। ଏଥିଯୋଗୁ ରାଜ୍ୟର ବହୁଚାଷୀ ପ୍ରଭାବିତ ହେଉଛନ୍ତି। ତେଣୁ ଏହାକୁ ଦୃଷ୍ଟିରେ ରଖି ତୁରନ୍ତ ଉଷୁନା ଚାଉଳ ଉଠାଇବାକୁ ଦାବି କରିଛନ୍ତି ବିଜେଡି ସାଂସଦ। 10 ଲକ୍ଷ ମେଟ୍ରିକ ଟନ ଉଷୁନା ଚାଉଳ ଉଠାଉ ନାହାନ୍ତି। 7ହଜାର କୋଟି ଟଙ୍କା ବକେୟା ରହିଛି।

ରାଜ୍ୟରେ ଉତ୍ପାଦିତ ଧାନର 95% ହେଉଛି ଉଷୁନା ଚାଉଳ | 21-22 ରେ 52ଲକ୍ଷ ମେଟ୍ରିକ ଟନର ଚାଉଳ ଉତ୍ପାଦନ ହେବ | ଜାତୀୟ ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ମିଶନ ଏବଂ ଓଡିଶାର ଆବଶ୍ୟକତା ହେଉଛି 30 ଲକ୍ଷ ମେଟ୍ରିକ ଟନ, ଏଫସିଆଇ ଚଳିତବର୍ଷ 5 ଲକ୍ଷ ଉଷୁନା ଏବଂ 2 ଲକ୍ଷ ମେଟ୍ରିକ ଟନ ଅରୁଆ ଚାଉଳ ନେବ ବୋଲି ଲକ୍ଷ ରଖିଛି | ତେଣୁ ବଳକା ପଡୁଛି 15 ଲକ୍ଷ ମେଟ୍ରିକ ଟନ ବଳକା ପଡୁଛି। ଯଦି ଉଷୁନା ଚାଉଳ ନ ଉଠାଯାଏ, ତେବେ ସେହି ଚାଉଳକୁ ବଙ୍ଗୋପସାଗରରେ ଫୋପାଡ଼ି ଦେବେ ବୋଲି ପ୍ରଶ୍ନ କରିଛନ୍ତି ବିଜେଡି ସାଂସଦ….

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଜନ୍ମଗତ ତ୍ରୁଟି ଯୋଗୁଁ ୮ ମାସର ଶିଶୁର ପିଠିରେ ମେନିନ୍‌ଗୋମାଇଲୋସିଲ୍ ଯୋଗୁଁ ସୃଷ୍ଟି ହୋଇଥିବା ବିଶାଳ ମାଂସପିଣ୍ଡୁଳାକୁ ଅସ୍ତ୍ରୋପଚାର ଦ୍ୱାରା ସଫଳତାର ସହ ଶରୀରରୁ ବାହାର କରିଛନ୍ତି ଇନ୍‌ଷ୍ଟିଚ୍ୟୁଟ୍ ଅଫ୍...

ଓଡ଼ିଶା ନ୍ୟୁଜ

କାକଟପୁର : ଗତମାସ ଭଳି ଚଳିତ ମାସ ୯ ତାରିଖ ଦିନ କାକଟପୁର ଥାନା ପରିସରରେ ଥାନା ଅଧିକାରୀ ରଞ୍ଜନ କୁମାର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଆମ ପୋଲିସ ସମିତିର ବୈଠକ ଅନୁଷ୍ଠିତ ହୋଇଯାଇଛି...

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର, ୧୦/୭: ଓଡ଼ିଶାରେ ଯଦିଓ ମୌସୁମୀ ଦୁର୍ବଳ ରହିଛି ବଙ୍ଗୋପସାଗରରୁ ଉପକୂଳ ଆଡକୁ ଦକ୍ଷିଣ-ପୂର୍ବ ପବନର ପ୍ରବାହ ଯୋଗୁଁ ଜୁଲାଇ ୧୧ ରୁ ୧୩ ତାରିଖ ମଧ୍ୟରେ ରାଜ୍ୟରେ ବର୍ଷାର ପରିମାଣ ବୃଦ୍ଧି...

ବିଜିନେସ

ଭୁବନେଶ୍ୱର, ଜୁଲାଇ ୮: ବର୍ତମାନ ଇନ୍‌ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍‌ସେସ୍ ଆଣ୍ଡ ସମ୍ ହସ୍ପିଟାଲ୍‌ରେ ରୋବୋଟ୍ ସହାୟତାରେ ଆଣ୍ଠୁ ପ୍ରତ୍ୟାରୋପଣ କରାଯାଉଛି । ଏହି ପଦ୍ଧତିରେ ଅସ୍ତ୍ରୋପଚାର ଅଧିକ ସଫଳ ହେଉଛି ଏବଂ...