Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତ ନିର୍ବାଚନ: ଆକ୍ସନ ମୋଡ଼ରେ ପୋଲିସ, ମଦ ମାଫିଆଙ୍କ ଉପରେ ବଡ଼ ମାଡ଼

ଭୁବନେଶ୍ୱର: ପଞ୍ଚୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଜାନୁଆରୀ ୧୯ ତାରିଖରୁ  ଫେବୃଆରୀ ୬ ତାରିଖ ମଧ୍ୟରେ ୧ ଲକ୍ଷ ୧୩ ହଜାର ୬୮୬ ଲିଟର ମଦ ଜବତ ହୋଇଛି। ୨୭ ଟି ବେଆଇନ ଅସ୍ତ୍ରଶସ୍ତ୍ର ଜବତ। ୪୭୧.୮୬ ଗ୍ରାମ ଡ୍ରଗ୍ସ ମଧ୍ୟ ଜବତ ହୋଇଛି। ୧୪୯୨ ଜଣଙ୍କ ନାମରେ ୱାରେଣ୍ଟ ହୋଇଛି। ଏନେଇ ପୋଲିସ ଡିଜି ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି। ୬୮୬ ଲିଟର ମଦ ଜବତ ହୋଇଛି। ୨୭ ଟି ବେଆଇନ ଅସ୍ତ୍ରଶସ୍ତ୍ର ଜବତ। ୪୭୧.୮୬ ଗ୍ରାମ ଡ୍ରଗ୍ସ ମଧ୍ୟ ଜବତ ହୋଇଛି। ୧୪୯୨ ଜଣଙ୍କ ନାମରେ ୱାରେଣ୍ଟ ହୋଇଛି। ଏନେଇ ଅତିରିକ୍ତ ପୋଲିସ ଡିଜି (ଆଇନ ଶୃଙ୍ଖଳା )ରାଜ୍ୟ ନିର୍ବାଚନ କମିଶନଙ୍କୁ ଜଣାଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like