Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ତୃତୀୟ ପର୍ଯାୟ ଭୋଟ ଗ୍ରହଣ ବେଳେ ଘଟିଥାନ୍ତା ବଡ଼ ଅଘଟଣ, ଅଳ୍ପକେ ରକ୍ଷା ପାଇଁ ଗଲା ଶହ ଶହ ଜୀବନ

ରାୟଗଡା: ବଡ଼ ଅଘଟଣରୁ ବର୍ତ୍ତିଗଲା  ପଞ୍ଚାୟତ ନିର୍ବାଚନର ତୃତୀୟ ପର୍ଯାୟ ଭୋଟଗ୍ରହଣ। ପାଣ୍ଡ ହେଲା ଯୋଜନା।  ଫେଲ ମାରିଲା  ମାଓବାଦୀଙ୍କ ବଡ ଷଡଯନ୍ତ୍ର । ରାୟଗଡା ପୋଲିସକୁ ମିଳିଲା ବଡ଼ ସଫଳତା। ଏକ କଲଭର୍ଟ ତଳୁ ଟିଫିନ ବୋମା ଉଦ୍ଧାର କରିଛି ରାଡୟଗଡା ପୋଲିସ। କଲ୍ୟାଣସିଂହପୁର ଠାରୁ ପାରସାଲି ଯିବା ରାସ୍ତାରେ ନିୟମଗିରି ପାହାଡ଼ ତଳ ଏକ ପୋଲ ନିକଟରୁ ଏହି ଟିଫିନ୍ ବୋମା ଜବତ ହୋଇଛି। ଘଟଣାସ୍ଥଳରେ ବୋମା ନିଷ୍କ୍ରିୟକାରୀ ଦଳ ପହଞ୍ଚି ବୋମାକୁ ନିଷ୍ଟ୍ରିୟ କରିଛନ୍ତି।

ପୋଲିସ ଓ ସିଆରପିଏଫର କମ୍ଵିଂ ଅପରେସନ ବେଳେ ଏହି ଟିଫିନ୍ ବୋମାକୁ ଉଦ୍ଧାର କରିଛନ୍ତି। ଯବାନଙ୍କୁ ଟର୍ଗେଟ୍ କରି ମାଓବାଦୀମାନେ ଏହି ଟିଫିନ୍ ବୋମା ଖଞ୍ଜିଥିବା ଅନୁମାନ କରାଯାଉଛି। ତେବେ ଏକ ବଡ଼ ଧରଣର ବିପଦ ଟଳି ଯାଇଛି। ଘଟଣାସ୍ଥଳରେ ଅପରେସନ ଜୋରଦାର କରାଯାଇଛି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like