Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଡ.ସୁନୀତି ମୁଣ୍ଡ ବିଜେପିର ମେୟର ପ୍ରାର୍ଥୀ।

ଭୁବନେଶ୍ୱର:  ଡ.ସୁନୀତି ମୁଣ୍ଡ ବିଜେପିର ମେୟର ପ୍ରାର୍ଥୀ। ଘୋଷଣା କଲେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ। ଆଜି ବିଜେପି କାର୍ଯ୍ୟାଳୟରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଭୁବନେଶ୍ବର ସାଂସଦ ଅପରାଜିତା ଷଡ଼ଙ୍ଗୀ ଭୁବନେଶ୍ୱର ମହାନଗର ନିଗମ(ବିଏମସି) ପାଇଁ ବିଜେପିର ମେୟର ପ୍ରାର୍ଥୀଙ୍କ ନାମ ଘୋଷଣା କରିଛନ୍ତି। ବିଜେପି ପାଇଁ ସୁନୀତି ମୁଣ୍ଡଙ୍କୁ ବିଏମସି ମେୟର ପ୍ରାର୍ଥୀ ଭାବେ ମନୋନୀତ କରାଯାଇଛି।

 ଏଥର ପୌର ପରିଷଦ ଓ ମହାନଗର ନିଗମରେ ମେୟର ପ୍ରାର୍ଥୀଙ୍କୁ ସିଧାସଳଖ ଭୋଟ ଦେଇ ନିର୍ବାଚିତ କରିପାରିବେ। ଏହି ପରିପ୍ରେକ୍ଷୀରେ ‌ପୌର ଓ ମହନଗର ନିଗମ ନିର୍ବାଚନ ପାଇଁ ରାଜନୀତି ତେଜୁଥିବା ବେଳେ ଭୁବନେଶ୍ୱର ପାଇଁ ୩ ପ୍ରମୁଖ ଦଳ ମେୟର ପାଇଁ ପ୍ରାର୍ଥୀ ଘୋଷଣା କରି ସାରିଛନ୍ତି । ବିିଜେ ଡି ର ସୁୁୁଲୋ ଚ ନା ଦାସ ଏବଂ କଂଗ୍ରେସ ର ମଧୁୁୁ ସ୍ମି୍ ତା ଆଚର୍ଯ୍ୟ ପର୍ଥୀ  ହୋଇଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like