Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର ମେୟର ପଦବୀ ପାଇଁ ନାମାଙ୍କନ ପତ୍ର ଭରିଲେ ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ

ଭୁବନେଶ୍ୱର: ପୌର ନିର୍ବାଚନ ପାଇଁ ଆଜି ଥିଲା ନାମାଙ୍କନ ପତ୍ର ଭରିବାର ଶେଷ ତାରିଖ।  ସେଥିପାଇଁ ଆଜି ଭୁବନେଶ୍ବର ମହାନଗର ନିଗମ  ମେୟର ପାଇଁ ବିଜେଡି ପ୍ରାର୍ଥୀ ଭବେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ସୁଲୋଚନା ଦାସ।   ଆଜି ବିରାଟ ପଟୁଆରରେ  ମନ୍ତ୍ରୀ ଅଶୋକ ପଣ୍ଡା, ମଧ୍ୟମ ବିଧାୟକ ଅନନ୍ତ ନାରାୟଣ ଜେନା ଏବଂ ଉତ୍ତର ବିଧାୟକ ତଥା ଭୁବନେଶ୍ୱର ଜିଲ୍ଲା ସଭାପତି ସୁଶାନ୍ତ ରାଉତଙ୍କ ସହିତ ଆସି ନାମାଙ୍କନ ପତ୍ର ଦାଖଲ କରିଛନ୍ତି।   ପ୍ରାର୍ଥୀପତ୍ର ଦାଖଲ ଶୋଭଯାତ୍ରା ଜରିଆରେ ବିଜେଡି ତାର ଶକ୍ତି ପ୍ରଦର୍ଶନ କରିଥିଲା।   ଲୋକଙ୍କ ଭିଡ଼ କୁ   ଦେଖି  ବିଜେଡି ପ୍ରାର୍ଥୀ ସୁଲୋଚନା ଦାସ କହିଛନ୍ତି ଭିଡକୁ ଦେଖିଲେ ବିଜେଡିର ବିଜୟ ଏକତରଫା ହେବ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like