Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କେଉଁଠି ଅଛନ୍ତି କାକଟପୁରର ଅସନ୍ତୁଷ୍ଟ ସମିତି ସଭ୍ୟ, ଏକାଠି ଥିବା ଫଟୋ ଭାଇରଲ

କାକଟପୁର: କାହା ହାତରେ ରହିବ କାକଟପୁର ବ୍ଲକ। କିଏ ହାତେଇବ ଅଧ୍ୟକ୍ଷ ପଦ। ଆଶାୟୀ ବଡ ବଡ ନେତା ଚିତ ପଟାଙ୍ଗ ମାରିଲେ, ସବୁ ରଣନୀତି ଫେଲ ମାରିବା ପରେ ଏବେ ବ୍ଲକରେ ନିଜ ଲୋକଙ୍କୁ ବସାଇବାକୁ ଘୋଡା ବେପାର ଆରମ୍ଭ କରିଦେଇଛନ୍ତି। ଯାହାକୁ ନେଇ ବିଦ୍ରୋହୀ ଗୋଷ୍ଠୀ ସତର୍କତା ଅବଲମ୍ବନ କରି ସମସ୍ତ ସମିତି ସଭ୍ୟଙ୍କୁ ଏକ ଅଜ୍ଞାତ ସ୍ଥାନରେ ରଖିଛନ୍ତି।

ଏମାନଙ୍କ ସଂଖ୍ୟା ଅଧିକ ରହିଛି। ସଂଖ୍ୟାଗରିଷ୍ଠତା ପାଇଁ ଏମାନେ ବ୍ଳକ ଦଖଲ କରିବାକୁ ପ୍ରସ୍ତୁତ ହେଉଛନ୍ତି। ଆଉ ଦୁଇ ଦିନ ପରେ ସବୁକିଛି ସ୍ପଷ୍ଟ ହେବାକୁ ଥିବା ବେଳେ ବିଜେଡି କିନ୍ତୁ କାହାରି କିଛି ଟେର ପାଉନି। ଫଳରେ ଏହି ବ୍ଲକ ଦଳ ହାତରୁ ଖସିଯିବାକୁ ବସିଛି। ଅନ୍ୟପକ୍ଷରେ ଏହି ସମିତି ସଭ୍ୟ କହିଛନ୍ତି କି, ଆମ ଭିତରେ ମତ ପାର୍ଥକ୍ୟ ନାହିଁ। ଏକାଠି ଅଛୁ। ବିଜେଡିକୁ ଚେକ ଦେବାକୁ ଏକାଠି ହୋଇଛୁ ଆଉ ସଫଳ ହେବୁ ବୋଲି କହିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

କାକଟପୁର: ପୁରୀ ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ଭାବରେ ନିର୍ବାଚିତ ହୋଇଛନ୍ତି ବିଜେଡି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସ୍ୱାଧୀନ ନାୟକ। ଆଜି ବିଧିବଦ୍ଧ ଭାବରେ ତାଙ୍କୁ ଏହି ପଦ ମିଳିଛି। କାକଟପୁର 8 ନମ୍ବର...

ଓଡ଼ିଶା ନ୍ୟୁଜ

କାକଟପୁର: କାକଟପୁର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏହାରି ଭିତରେ ବିଜେଡିର ଦୁର୍ବଳତାରୁ ଫାଇଦା ଉଠାଇଛି କଂଗ୍ରେସ। କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ଶ୍ରୀଧର ନାୟକ ପୁଣି ନିଜ ଘରକୁ ଫେରିଛନ୍ତି।...

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ସମିତି ସଭ୍ୟ ପ୍ରାର୍ଥୀଙ୍କ ପାଇଁ ଅଡୁଆରେ ଅସ୍ତରଙ୍ଗ ବିଡିଓ। ତାଳଦା ଗ୍ରାମ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ଗିରିଧାରୀ ସେଠୀଙ୍କ ପ୍ରାର୍ଥୀପତ୍ରକୁ ନେଇ ଉଠିଲା ପ୍ରଶ୍ନ। ଅଡିଟ ରିପୋର୍ଟ ଖୋଲିଲା ଗୁମର।...

ଓଡ଼ିଶା ନ୍ୟୁଜ

ଅସ୍ତରଙ୍ଗ: ପଦାରେ ପଡିଛି ଅସ୍ତରଙ୍ଗ ବିଜେଡି କନ୍ଦଳ। ମୁହାଁମୁହିଁ ହୋଇଛନ୍ତି ଦୁଇ ଗୋଷ୍ଠୀ। କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା ବିଜେଡି ପାଇଁ ବୁଲି ବୁଲି ପ୍ରଚାର କରୁଥିବା ବେଳେ ଅସନ୍ତୁଷ୍ଟ ଗୋଷ୍ଠୀର ନେତୃତ୍ୱ ନେଇଛନ୍ତି...