Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଆସିଲା ବ୍ଲକ ତାଲିକା, 37 ବ୍ଲକକୁ ଛାଡି ସବୁ ପୋଛିନେଲା ବିଜେଡି

ଭୁବନେଶ୍ୱର: କିଏ କେତେ ବ୍ଲକ ଦଖଲ କରିବ ତାଙ୍କୁ ନେଇ ଚଲିଥିବା ଛକା ପଞ୍ଚାର ଯବନିକା ପଡିଲା।    ବ୍ଲକ ଅଧକ୍ଷ ଗଠନ ନେଇ  ପଂଚାୟତ ନିର୍ବାଚନ ଫଳାଫଳ ବାହାରିବା ଠାରୁ ତିନି ଦଳ ବିଜେଡି, ବିଜେପି ଏବଂ କଂଗ୍ରେସ  ବ୍ଲକ ଦଖଲ କରିବାକୁ କବଜା କରିବାକୁ କସରତ  ଚଳାଇଥିଲେ।  ହେଲେ ବିରୋଧୀ ତାଙ୍କ  ରଣନୀତି ରେ ସଫଳ ହୋଇନଥିବା ଭଳି ଲାଗୁଚି। କାରଣ ୩୧୪ବ୍ଲକରୁ ବିରୋଧୀ ମାତ୍ର ୩୭ଟା ବ୍ଲକ ଦଖଲ କରିବାରେ ସଫଳ ହୋଇଛନ୍ତି।  ବାକି ସବୁ ବ୍ଲକ କୁ ବୁଜେଡି କବଜା କରିନେଇଛି। ସୂଚନା ଅନୁସାରେ ୩୧୪ ବ୍ଲକରୁ ବିଜେଡି ୨୭୮ ବ୍ଲକ, ବିଜେପି ୨୧ ବ୍ଲକ, କଂଗ୍ରେସ ୧୩ ବ୍ଲକ ଏବଂ ସିପିଆଇଏମ 3 ଟି ବ୍ଲକକୁ ଦାଖଲ କରିଛନ୍ତି।

ବିଜେପିର ୧୭ ଜିଲ୍ଲା  ଏବଂ କଂଗ୍ରେସ ୨୨ଜିଲ୍ଲାରେ ଆଧିପତ୍ୟ ଜାହିର କରିପାରିନାହିଁ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like