Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଖୋର୍ଦ୍ଧା ଏସପିଙ୍କ ବିରୋଧରେ ବିଧାସଭାରେ ଆସିଲା ସ୍ବାଧୀକାରଭଙ୍ଗ ନୋଟିସ

ଭୁବନେଶ୍ୱର:  ଚିଲିକା ବିଧାୟକ  ପ୍ରଶାନ୍ତ ଜଗଦେଵଙ୍କୁ ଗିରଫ କରିଥିବା ଅଧିକାରୀଙ୍କ ନାଁରେ ବିଧାନସଭାରେ ଆସିଲା ସ୍ବାଧୀକାର ଭଙ୍ଗ ନୋଟିସ । ବିଧାୟକଙ୍କୁ ଗିରଫ କରିବାବେଳେ ନିୟମ ଅଛି ସଂଗେ ସଂଗେ  ବିଧାନସଭା କୁ ଜଣାଇବା କଥା କିନ୍ତୁ ବିଧାୟକ ପ୍ରଶାନ୍ତ ଜଗଦେଵଙ୍କୁ  23 ତାରିଖରେ ଗିରଫ  କରିଥିବା ଅଧିକାରୀ କାହିଁକି 25 ତାରିଖରେ ବିଧାନସଭାକୁ ଜଣାଇଲେ ବୋଲି ପ୍ରଶ୍ନ କରି ଉକ୍ତ ଅଧିକାରୀଙ୍କ ବିରୁଦ୍ଧରେ ସ୍ୱାଧିକାର ଭଙ୍ଗ ନୋଟିସ ଆଣିଲେ ନରସିଂହ ମିଶ୍ର । ଯେଉଁଥିପାଇଁ ଗୃହର ସମସ୍ତ ସଦସ୍ୟଙ୍କର ମର୍ଯ୍ୟାଦା ହାନି ହୋଇଛି ବଲି ଅଭିଯୋଗ ଆଣିଲେ ନରସିଂହ ।

 

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like