Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ନବୀନ ନିବାସରେ କାଲି ଠୁ ପର୍ଯ୍ୟବେକ୍ଷକ ବୈଠକ, ୱାନ ଟୁ ୱାନ ଅଲୋଚନା କରିବେ ନବୀନ

ଭୁବନେଶ୍ୱର:   ବିଜେଡିର ମିଶନ ୨୦୨୪ ରଣନୀତି ପାଇଁ ପ୍ରଥମ ବୈଠକ । ବିଜେଡି ସୁପ୍ରିମୋଙ୍କ ନିର୍ଦ୍ଦେଶରେ ଶନିବାର ବସିବ ଦଳର ଜିଲ୍ଲାଓ୍ୱାରୀ ପର୍ଯ୍ୟବେକ୍ଷକଙ୍କ ବୈଠକ । ନବୀନ ନିବାସରେ ଜିଲ୍ଲାଓ୍ୱାରୀ ବୈଠକ ନେବେ ନବୀନ । ନିଜେ ସବୁ ଜିଲ୍ଲାର ପର୍ଯ୍ୟବେକ୍ଷକଙ୍କ ସହ ଓ୍ୱାନ୍‌ ଟୁ ଓ୍ୱାନ୍‌ ଆଲୋଚନା କରିବେ ସୁପ୍ରିମୋ ।

ତେବେ ଆସନ୍ତାକାଲିଠୁ ଆରମ୍ଭ ହେବାକୁ ଥିବା ବିଜେଡି ପର୍ଯ୍ୟବେକ୍ଷକ ବୈଠକରେ ଜିଲ୍ଲାରେ ସଂଗଠନ କେମିତି ରହିଛି। ଫଳାଫଳ କାହିଁକି ଖରାପ ହେଲା, ୱାର୍ଡ ୱାରି ଫଳାଫଳ ସମୀକ୍ଷ କରାଯିବ। ଆଗାମୀ ଦିନରେ ସଂଗଠନ ମଜବୁତ ନେଇ କଣ କରାଯିବା ଦରକାର ସେ ବିଷୟରେ ମଧ୍ୟ ଆଲୋଚନା କରିବେ।  ଜିଲ୍ଲା ବିଷୟରେ ପର୍ଯ୍ୟବେକ୍ଷକ ମାନେ ନବୀନ ଙ୍କ ଆଗରେ ସମସ୍ତ ତଥ୍ୟ ରଖିବେ।

 

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like