Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପର୍ଯ୍ୟବେକ୍ଷକ ସହ ୱାନ ଟୁ ୱାନ ଆଲୋଚନା କଲେ ନବୀନ, 10 ଦିନ ଭିତରେ ବିସ୍ତୃତ ରିପୋର୍ଟ ଦେବାକୁ ନିର୍ଦେଶ

ଭୁବନେଶ୍ୱର: ପର୍ଯ୍ୟବେକ୍ଷକ ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କଲେ ନବୀନ । ପଂଚାୟତ ଓ ପୌର ନିର୍ବାଚନ ଫଳାଫଳର ସମୀକ୍ଷା କରିଛନ୍ତି । ପଂଚାୟତ ଓ ପୌର ନିର୍ବାଚନ ରେ ଦଳ ଭଲ ପ୍ରଦର୍ଶନ କରିଥିଲେ ବି କାହିଁକି ଅନେକ ସ୍ଥାନରେ ପରାଜୟ ବରଣ କଲା । ଏ ନେଇ 9 ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 10 ଦିନରେ ବିଜୟ ଓ ପରାଜୟ ର କାରଣ କଣ ଏବଂ ଆସନ୍ତା 2024 ପାଇଁ ସଙ୍ଗଠନ କୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ କରିବା ପାଇଁ କଣ ରଣନୀତି ଆପଣା ଯିବା ଦରକାର ବୋଲି ରିପୋର୍ଟ ମାଗିଛନ୍ତି ମୁଖ୍ୟମନ୍ତ୍ରୀପର୍ଯ୍ୟବେକ୍ଷକ ମାନଙ୍କ ସହ ୱାନ ଟୁ ୱାନ ଆଲୋଚନା କଲେ ନବୀନ । ପଂଚାୟତ ଓ ପୌର ନିର୍ବାଚନ ଫଳାଫଳର ସମୀକ୍ଷା କରାଯାଇଛି । ପଂଚାୟତ ଓ ପୌର ନିର୍ବାଚନ ରେ ଦଳ ଭଲ ପ୍ରଦର୍ଶନ କରିଥିଲେ ବି କାହିଁକି ଅନେକ ସ୍ଥାନରେ ପରାଜୟ ବରଣ କଲା । ଏ ନେଇ 9 ଟି ଜିଲ୍ଲାର ପର୍ଯ୍ୟବେକ୍ଷକ ମାନଙ୍କ ସହ ଆଲୋଚନା କରିଛନ୍ତି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । 10 ଦିନରେ ବିଜୟ ପରାଜୟ ର କାରଣ କଣ ଏବଂ ଆସନ୍ତା 2024 ପାଇଁ ସଙ୍ଗଠନ କୁ ତୃଣମୂଳ ସ୍ତରରୁ ଅଧିକ ସୁଦୃଢ କରିବା ପାଇଁ କଣ ପଦକ୍ଷେପ ଆପଣା ଯିବା ଦରକାର ସେ ବିସ୍ତୃତ ରିପୋର୍ଟ  ଦେବାକୁ  ନିର୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ  ବୋଲି କହିଛନ୍ତି ବାଲେଶ୍ଵର ପର୍ଯ୍ୟବେକ୍ଷକ ପ୍ରତାପ କେଶରୀ ଦେବ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like