Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ଆସିଲା ମନ୍ତ୍ରୀ ତାଲିକା

ଭୁବନେଶ୍ୱର: ରବିବାର ନୂଆ ମନ୍ତ୍ରୀ ମଣ୍ଡଳ ଶପଥ ନେବାକୁ ଯାଉଛି। କିଛି ପୁରୁଣା ମୁହଁ ସହିତ ନୂଆଙ୍କୁ ସାମିଲ କରିବେ ନବୀନ। କଲ ପାଇଥିବା ବିଧାୟକଙ୍କ ମଧ୍ୟରେ ରହିଛନ୍ତି,
ନବ ଦାସ
ଟୁକୁନି ସାହୁ
ରଣେନ୍ଦ୍ର ପ୍ରତାପ ସ୍ୱାଇଁ
ଅଶ୍ୱିନୀ ପାତ୍ର
ଅତନୁ ସବ୍ୟସାଚୀ
ପ୍ରତାପ ଦେବ
ରାଜେନ୍ଦ୍ର ଢୋଲକିଆ
ଶ୍ରୀକାନ୍ତ ସାହୁ
ପ୍ରଶାନ୍ତ ମୁଦୁଲି
ସମୀର ଦାସ
ରୋହିତ ପୂଜାରୀ
ପ୍ରମିଳା ମଲିକ
ଅଶୋକ ପଣ୍ଡା

ଉଷା ଦେବୀ

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like