Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

କେଉଁ ବର୍ଷ କେତେ ଦୁଷ୍କର୍ମ ହୋଇଛି ଦେଖନ୍ତୁ

ଭୁବନେଶ୍ୱର: ରାଜ୍ୟରେ 2019ରୁ 2022 ଭିତରେ 10,129ଟି ଧର୍ଷଣ ମାମଲା ଆସିଛି ଓ 5584ଟି ନାବାଳିକା ଧର୍ଷଣ ମାମଲା ରୁଜୁ ହୋଇଛି।
2019ରେ 2950ଟି ଧର୍ଷଣ ମାମଲା
2020ରେ 2984 ଧର୍ଷଣ ମାମଲା
2021ରେ 3327 ଧର୍ଷଣ ମାମଲା
2022ରେ 868 ଧର୍ଷଣ ମାମଲା

ନାବାଳିକା ଧର୍ଷଣ ମାମଲା..
2019ରେ 1635ଟି ନାବାଳିକା ଧର୍ଷଣ ମାମଲା
2020ରେ 1646ଟି ନାବାଳିକା ଧର୍ଷଣ ମାମଲା
2021ରେ 1871ଟି ନାବାଳିକା ଧର୍ଷଣ ମାମଲା
2022ରେ 432ଟି ନାବାଳିକା ଧର୍ଷଣ ମାମଲା

ବିଧାୟକ ସନ୍ତୋଷ ସିଂ ସାଲୁଜାଙ୍କ ପ୍ରଶ୍ନରେ ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାର କାନ୍ତି ବେହେରାଙ୍କ ଉତ୍ତର..

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like