Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ମାଟ୍ରିକ ପରୀକ୍ଷା ନେଇ ହେଲା ବଡ଼ ଖୁଲାସ, 44 ହାଜର ପିଲା ମାଡି ନାହାନ୍ତି ପରୀକ୍ଷା ହଲ

ଭୁବନେଶ୍ୱର: ଚଳିତ 2022 ବର୍ଷର ମାଟ୍ରିକ ପରୀକ୍ଷାରେ 44245 ଜଣ ଛାତ୍ରଛାତ୍ରୀ ଅନୁପସ୍ଥିତ ରହିଥିଲେ।  ଏ ବିଷୟରେ ତଦନ୍ତ କରିବା ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆ ଯାଇଛି।  ଅନୁପସ୍ଥିତ ଥିବା ପିଲାଙ୍କ ଜିଲ୍ଲା ୱାରୀ ତାଲିକା ଦେଲେ ରାଜ୍ୟ ସରକାର। ତାଲିକା ସବୁଠୁ ଉପରେ ରହିଛି ମୟୁରଭଞ୍ଜ ଜିଲ୍ଲା।

4462 ପିଲାଙ୍କ ଅନୁପସ୍ଥିତ ସହ ମୟୁରଭଞ୍ଜ ଉପରେ ଥିବା ବେଳେ ଦ୍ୱିତୀୟ ରେ ରହିଛି ମୁଖ୍ୟମନ୍ତ୍ରୀଙ୍କ ଗଞ୍ଜାମ ଜିଲ୍ଲା । ଯେଉଁଠି 3273 ପିଲା ମାଟ୍ରିକ ପରୀକ୍ଷା ରେ ଅନୁପସ୍ଥିତ ରହିଥିଲେ।  ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହୀନିପତି ଙ୍କ ପ୍ରଶ୍ନରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସଙ୍କ ଲିଖିତ ଉତ୍ତର  ଏହି ସୂଚନା ଦେଇଛନ୍ତି ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like