Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

1672 ସ୍କୁଲରେ ଅଛନ୍ତି ଜଣେ ଲେଖାଏଁ ଶିକ୍ଷକ

ଭୁବନେଶ୍ୱର: ୧୬୭୨ ଟି ସ୍କୁଲ ରେ ଜଣେ ଲେଖାଏ ଶିକ୍ଷକ । ରାଜ୍ୟରେ ୩୦ ହଜାର ୩୭୭ ପ୍ରାଥମିକ ବିଦ୍ୟାଳୟ,୧୯ହଜାର ୨୩୮ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ,୨୬୦୧ ଇଂରାଜୀ ମଧ୍ୟ ବିଦ୍ୟାଳୟ,୧୦ ହାଜର ୧୭ ଉଚ୍ଚ ବିଦ୍ୟାଳୟ ରହିଛି। ସ୍କୁଲ ଓ ଗଣଶିକ୍ଷା ବିଭାଗର ଅଧୀନରେ ଥିବା ୧୬୭୨ ଟି ସ୍କୁଲ ରେ ଜଣେ ଲେଖାଏ ଶିକ୍ଷକ। ସର୍ବାଧିକ ମୟୂରଭଞ୍ଜ ୧୭୧ ଟି ସ୍କୁଲ ରେ  ଜଣେ ଲେଖାଏ ଶିକ୍ଷକ ଅଛନ୍ତି। ।ତଳକୁ ଗଞ୍ଜାମ ଜିଲ୍ଲାରେ ୧୩୪ ସ୍କୁଲ ରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି।

୪୩୫ ଟି ସରକାରୀ ଅନୁଦାନ ପ୍ରାପ୍ତ ସ୍କୁଲ ରେ ଜଣେ ଲେଖାଏ ଶିକ୍ଷକ ଅଛନ୍ତି।୨୧୦୭ ସରକାରୀ ଅନୁଦାନ ପ୍ରାପ୍ତ ଓ ଗଣଶିକ୍ଷା ଅଧୀନରେ ଥିବା ବିଦ୍ୟାଳୟରେ ଜଣେ ଲେଖାଏଁ ଶିକ୍ଷକ ଅଛନ୍ତି  ବୋଲି  ବିଧାୟକ ଗଣେଶ ରାମ ଖୁଣ୍ଟିଆ ପ୍ରଶ୍ନ ଉତ୍ତର ରେ ଗଣଶିକ୍ଷା ମନ୍ତ୍ରୀ  ଲିଖିତ ଉତ୍ତର ଦେଉଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like