Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ବିଧାନ ପରିଷଦ ପ୍ରସ୍ତାବ ନେଇ ବଡ଼ ଖୁଲାସ କଲେ ବାଚସ୍ପତି, କେନ୍ଦ୍ର ଆଇନ ମନ୍ତ୍ରୀଙ୍କୁ ଦେଲେ କଡା ଜବାବ

ଭୁବନେଶ୍ୱର: ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଯେଉଁ କହିଥିଲେ ଓଡ଼ିଶା ସରକାରଙ୍କ ତରଫରୁ କେନ୍ଦ୍ରକୁ ସଂକଳ୍ପ ପ୍ରସ୍ତାବ ଦିଆ ଯାଇନି। ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି। ବିଧାନସଭାରେ ସଙ୍କଳ୍ପ ପାରିତ ହେବା ପରେ 18 ସେପ୍ଟେମ୍ବର 2018 ରେ ଏହି ପ୍ରସ୍ତାବ କେନ୍ଦ୍ର ନିକଟକୁ ପଠାଯାଇଛି
ସଚିବ ରାଜ୍ୟ ସଭା ଓ  ସଚିବ ଲୋକସଭାକୁୁ ପଠା ଯାଇଥିଲା ।
– ଓଡ଼ିଶାରେ ବିଧାନ ପରିଷଦ ପାଇଁ 2015ରୁ ଚେଷ୍ଟା ହୋଇଛି
-ଏକ କମିଟି ଗଠନ ହୋଇଥିଲା ବିଧାୟକ ନୃସିଂହ ସାହୁଙ୍କ ଅଧ୍ୟକ୍ଷତାରେ
-19 ଜାନୁଆରୀ 2015ରେ ଏହି କମିଟିର ପ୍ରଥମ ବୈଠକ ବସିଥିଲା
– ବିଭିନ୍ନ ରାଜ୍ୟ ଗସ୍ତ ପରେ ଏହି ରିପୋର୍ଟ ରାଜ୍ୟ ସରକାରଙ୍କୁ ଦେଇଥିଲା
– 6 ସେପ୍ଟେମ୍ବର 2018ରେ ସଂକଳ୍ପଟି ବିଧାନସଭାରେ ପାରିତ ହୋଇଥିଲା

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ଭୋଟ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି। ସର୍ବାଧିକ ୩ଦିନ ଛୁଟି ଦେବେ ରାଜ୍ୟସରକାର।  ଏ ନେଇ ପଂଚାୟତ ରାଜ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ...