Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତ ନିର୍ବାଚନ: କାକଟପୁର କଂଗ୍ରେସରେ ଦାୟିତ୍ୱ ବଣ୍ଟନ

ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନରେ କାକଟପୁର ବ୍ଲକର କଂଗ୍ରେସ ସଭାପତି ଶ୍ରୀ ରାଜ କିଶୋର ସାହୁ ସମିତି ସଭ୍ୟ ପ୍ରାର୍ଥୀ ଭାବରେ ନିର୍ବାଚନ ଲଢ଼ିବେ । ବର୍ତମାନ ପରିସ୍ଥିତିରେ ଦଳର ସାଂଗଠନିକ କାର୍ଯ୍ୟ ଏବଂ ନିର୍ବାଚନ ପରିଚାଳନା ନିମନ୍ତେ ନିର୍ବାଚନ ସଂପନ୍ନ ହେବା ପର୍ଯ୍ୟନ୍ତ ଶ୍ରୀ ଲକ୍ଷ୍ମୀଧର ଖଟିଆକୁ କାକଟପୁର ବ୍ଲକ କଂଗ୍ରେସ କମିଟିର କାର୍ଯ୍ୟକାରୀ ସଭାପତି ଭାବେ ଦାୟୀତ୍ବ ପ୍ରଦାନ କରାଯାଇଛି । ଶ୍ରୀ ଖୁଟିଆ ନିଜର ସମସ୍ତ ସମୟ ଅଭିଜ୍ଞତାକୁ କାର୍ଯ୍ୟକାରୀ କରି ସାଂଗଠନିକ ଦାୟୀତ୍ବ ଓ ନିର୍ବାଚନ କାର୍ଯ୍ୟ ତୁଲାଇବାକୁ ନିର୍ଦ୍ଦେଶ ଦେଇଛି ଓଡିଶା ପ୍ରଦେଶ କଂଗ୍ରେସ କମିଟି ।

ସେହିଭଳି କାକଟପୁର ବ୍ଲକରେ ନିର୍ବାଚନ କାର୍ଯ୍ୟର ସୁପରିଚାଳନା ନିମନ୍ତେ ଏକ ପରିଚାଳନା କମିଟି ଗଠନ କରାଯାଇଥିଲା । ଏହି କମିଟିରେ ଶ୍ରୀ ଧନେଶ୍ବର ପାଢ଼ୀଙ୍କୁ ଅଧ୍ୟକ୍ଷ ଭାବରେ ଦାୟୀତ୍ବ ଦିଆଯାଇଥିଲା । ଏହି କମିଟି ବର୍ତମାନ କାର୍ଯ୍ୟ କରୁଅଛି ଏବଂ ନିର୍ବାଚନ ଶେଷ ପର୍ଯ୍ୟନ୍ତ ବ୍ଲକ ଅଧିନରେ ଥିବା ସମସ୍ତ ପଂଚାୟତ ଓ ୱାଦରେ ଦଳୀୟ ପ୍ରାର୍ଥୀ ବୟନ ଏବଂ ପ୍ରାର୍ଥୀମାନଙ୍କୁ ବିଳୟ କରିବାରେ ପୂର୍ଣ୍ଣ କ୍ଷମତା ଦିଆଯାଇଛି ବୋଲି କହିଛନ୍ତି ସାଧାରଣ ସମ୍ପାଦକ ଜାନକୀ ପଟ୍ଟନାୟକ।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବଦଳିବ ରାଜ୍ୟ ବିଜେପିର ରୂପ। ମାସକମଧ୍ୟରେ ବଡ ଧରଣର ଅଦଳବଦଳ। ଜଣେ ଯୁବ ନେତା ହେବେ ରାଜ୍ୟ ବିଜେପିର ଚେହେରା। ଏନେଇ ବ୍ଲୁପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଦିଲ୍ଲୀର ଶୀର୍ଷ ସ୍ତରର ନେତା।...

ଓଡ଼ିଶା ନ୍ୟୁଜ

ଅନୁଗୁଳ: ଭାରତୀୟ ଇନଷ୍ଟିଚ୍ୟୁଟ ଅଫ କଷ୍ଟ ଆକାଉଣ୍ଟାଣ୍ଟ ର ତାଳଚେର – ଅନୁଗୋଳ ଚାପ୍ଟର ଓ Wallet4Wealth ଦ୍ଵାରା ପୁଞ୍ଜି ବଜାର ଓ ମ୍ୟୁଚୁଆଲ ଫଣ୍ଡ ଶୀର୍ଷକ ବିଷୟରେ ଏକ ଆଲୋଚନା ଚକ୍ର...

ଓଡ଼ିଶା ନ୍ୟୁଜ

କାକଟପୁର: କାକଟପୁର ରାଜନୀତିରେ ଘଡିକେ ଘୋଡା ଛୁଟୁଛି। ଏହାରି ଭିତରେ ବିଜେଡିର ଦୁର୍ବଳତାରୁ ଫାଇଦା ଉଠାଇଛି କଂଗ୍ରେସ। କଂଗ୍ରେସ ଛାଡି ବିଜେଡିରେ ସାମିଲ ହୋଇଥିବା ଶ୍ରୀଧର ନାୟକ ପୁଣି ନିଜ ଘରକୁ ଫେରିଛନ୍ତି।...

ଓଡ଼ିଶା ନ୍ୟୁଜ

କାକଟପୁର: କାହା ହାତରେ ରହିବ କାକଟପୁର ବ୍ଲକ। କିଏ ହାତେଇବ ଅଧ୍ୟକ୍ଷ ପଦ। ଆଶାୟୀ ବଡ ବଡ ନେତା ଚିତ ପଟାଙ୍ଗ ମାରିଲେ, ସବୁ ରଣନୀତି ଫେଲ ମାରିବା ପରେ ଏବେ ବ୍ଲକରେ...