Connect with us

Hi, what are you looking for?

ଓଡ଼ିଶା ନ୍ୟୁଜ

ପଞ୍ଚାୟତ ନିର୍ବାଚନ: ଭୋଟ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ୩ଦିନ ଛୁଟି

ଭୁବନେଶ୍ୱର: ପଂଚାୟତ ନିର୍ବାଚନ ଭୋଟ ଦେବା ପାଇଁ ସରକାରୀ କର୍ମଚାରୀଙ୍କୁ ମିଳିବ ଛୁଟି। ସର୍ବାଧିକ ୩ଦିନ ଛୁଟି ଦେବେ ରାଜ୍ୟସରକାର।  ଏ ନେଇ ପଂଚାୟତ ରାଜ ବିଭାଗ ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ କରାଯାଇଛି।  ସରକାରୀ କର୍ମଚାରୀ, ସରକାରୀ ଫ୍ରାଞ୍ଚାଇଜ,  ବିଭିନ୍ନ ନିଗମ ରେ କାମ କରୁଥିବା କର୍ମଚାରୀ ମାନେ ଉପରିସ୍ଥ ଅଫିସରଙ୍କୁ ଲିଖୁତ ଭବେ ଛୁଟି ଦରଖାସ୍ତ ଦେଇ ଚୁଟିନେବେ। ଭୋଟ ଗ୍ରହଣ ଦିନ ଏବଂ ଭୋଟ ଗ୍ରହନର ପୂର୍ବ ଦିନ ଏବଂ ପର ଦିନଙ୍କୁ ମିଶାଇ ୩ ଦିନ ଛୁଟି ନେବେ।    ଏହି ଛୁଟିକୁ ସ୍ପେସିଆଲ କଜୁଆଲ ଲିଭ ଭାବେ ବିବେଚନା କରାଯିବ ବୋଲି ସରକାର ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି।

Click to comment

Leave a Reply

Your email address will not be published. Required fields are marked *

Advertisement

You May Also Like

ଓଡ଼ିଶା ନ୍ୟୁଜ

ଭୁବନେଶ୍ୱର: ବିଧାନ ପରିଷଦ ପ୍ରସଙ୍ଗରେ କେନ୍ଦ୍ର ମନ୍ତ୍ରୀ ଯେଉଁ କହିଥିଲେ ଓଡ଼ିଶା ସରକାରଙ୍କ ତରଫରୁ କେନ୍ଦ୍ରକୁ ସଂକଳ୍ପ ପ୍ରସ୍ତାବ ଦିଆ ଯାଇନି। ଏ ନେଇ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ପ୍ରତିକ୍ରିୟା ରଖିଛନ୍ତି।...